English  
ସିଙ୍ଗିଲ ଉଇଣ୍ଡୋ

ନିମ୍ନଲିଖିତ ପାଇଁ ବୈଧାନିକ ଢାଞ୍ଚା ପ୍ରତିଷ୍ଠା

  • ପରିବେଶକୁ ଦୃଷ୍ଟିରେ ରଖି ବ୍ୟବସାୟିକ ବିକାଶ ଲାଗି ବହୁମୁଖୀ ସଂସ୍କାର
  • ଏକକ ବାତାୟନ ଅନୁମୋଦନ
  • ପୁଞ୍ଜିନିବେଶର ଅନୁଧ୍ୟାନ ସହିତ ଅନୁମତି ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷରେ ଉଚ୍ଚ ସ୍ତରୀୟ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି
  • ପୁଞ୍ଜି ନିବେଶକାରୀମାନଙ୍କୁ ସୁବିଧା ସହିତ ସେବା ପ୍ରଦାନ
  • ପୁଞ୍ଜି ନିବେଶ ପ୍ରୋତ୍ସାହନ
  • ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଅଭିଯୋଗର ସମାଧାନ

ଫଳାଫଳ

  • ଶିଳ୍ପ ପ୍ରତିଷ୍ଠା ଓ ଉତ୍ପାଦନ କ୍ଷେତ୍ରରେ ବ୍ୟୟ ଓ ସମୟ ହ୍ରାସ ।
  • ପୁଞ୍ଜିନିବେଶ ବାତାବରଣର ବିକାଶ

ପୁଞ୍ଜିନିବେଶ ଫର୍ମ

  • ମିଳିତ ଆବେଦନ ଫର୍ମ

ପୁଞ୍ଜିନିବେଶ ପ୍ରକ୍ରିୟା

  • ୫୦ କୋଟି କିମ୍ବା ଏହାଠାରୁ କମ୍‍ (ଜିଲ୍ଲା ସ୍ତରରେ) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ
  • ୫୦ କୋଟି କିମ୍ବା ଏହାଠାରୁ ଅଧିକ (ରାଜ୍ୟ ସ୍ତରରେ) ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ
  • ୧୦୦୦ କୋଟି କିମ୍ବା ଏହାଠାରୁ ଅଧିକ (ଉଚ୍ଚ ସ୍ତରୀୟ) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ

ଅଧିକ ସୂଚନା ପାଇଁ , ଏଠାରେ କ୍ଲିକ କରନ୍ତୁ