English  
ଶିଳ୍ପ ଭିତ୍ତିଭୂମି

ଓଡିଶାର ଅର୍ଥନୀତିର ବିକାଶ ସହିତ ରାଜ୍ୟରେ ଗୁଣାତ୍ମକ ଶିଳ୍ପ ଭିତ୍ତିଭୂମି ପ୍ରତି । ଲାଗି ଆମେ ନିୟମିତ ଭାବେ କାର୍ଯ୍ୟରତ । ବିଭିନ୍ନ ଶିଳ୍ପ କମ୍ପେ୍ଲସ, ପ୍ରଯୁକ୍ତି ବିଦ୍ୟା (ଆଇଟି) ପାର୍କ, ଶିଳ୍ପ ପାର୍କ, ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍‍ଇଜେଡ୍‍), ଶିଳ୍ପ କ୍ଷେତ୍ର ଆଦିର ବିକାଶ ପାଇଁ ଭିତ୍ତିଭୂମି ସହାୟତା ଜରୁରୀ ହୋଇଥାଏ ।

 

 

 

 

 

 

ଜାରି ରହିଥିବା ପ୍ରକଳ୍ପ

  • ଇନ୍‍ଫୋସିଟି ଆଇଟି ଏସ୍‍ଇଜେଡ୍‍, ଭୁବନେଶ୍ୱର
  • ଇନ୍‍ଫୋସିସ୍‍ ଏସ୍‍ଇଜେଡ୍‍
  • ଭୁୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଆଇଟିଇଏସ୍‍/ବିପିଓ
  • ଟେକ୍ସଟାଇଲ ପାର୍କ, ଖୋରଧା
  • ବହୁ ଉତ୍ପାଦ ଏସ୍‍ଇଜେଡ୍‍,ପାରାଦୀପ
  • କ୍ଷେତ୍ର ବିଶେଷ ଏସ୍‍ଇଜେଡ୍‍ ,କଳିଙ୍ଗନଗର
  • ଗୋପାଳପୁର ପାଇଁ ଔଦ୍ୟୋଗିକ ଜଳ ଆପୁର୍ତ୍ତୀ
  • ସହାଯୋଗୀ ଶିଳ୍ପ ପାଇଁ ଶିଳ୍ପାଞ୍ଚଳ

ଆଗାମୀ ପ୍ରକଳ୍ପ

  • ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର, ପୁରୀ
  • ଇନ୍‍କ୍ୟୁବେସନ ଟାୱାର, ଭୁବନେଶ୍ୱର
  • ଧାମରା ଓ ଝାରସୁଗୁଡାରେ ଟାୱାର
  • କୋଣାର୍କ ଓ ପୁରୀରେ ଅର୍ବାନ ହାଟ
  • ପାରାଦୀପ୍‍ ଠାରେ ପେଟ୍ରୋକେମିକାଲ୍ସ ଏବଂ କେମିକାଲ ପୁଞ୍ଜିନିବେଶ କ୍ଷେତ୍ର (ପିସିପିଆଇଆର)
  • ଆର୍ନ୍ତଜାତିକ ସମ୍ମିଳନୀ କକ୍ଷ, ଭୁବନେଶ୍ୱର
  • ହସ୍ତଶିଳ୍ପ ଓ ହଥଘରଗା କ୍ଲଷ୍ଟର
  • ଟି ଏସ୍ ଡି ଏଫ୍
  • କଟକ ଠାରେ ଯାନବାହନ ଶିଳ୍ପ ପାଇଁ ଶିଳ୍ପାଞ୍ଚଳ
  • ଭୁବନ ଠାରେ ବାୟୋଟେକ ପାର୍କ
...

ଔଦ୍ୟୋଗିକ କ୍ଷେତ୍ର

ଓଡିଶାର ଅର୍ଥନୀତିର ବିକାଶ ସହିତ ରାଜ୍ୟରେ ଗୁଣାତ୍ମକ ଶିଳ୍ପ ଭିତ୍ତିଭୂମି ପ୍ରତି । ଲାଗି ଆମେ ନିୟମିତ ଭାବେ କାର୍ଯ୍ୟରତ.

ଅଧିକ ଦେଖନ୍ତୁ
...

ପାର୍କ

ଶିଳ୍ପ ପୁଞ୍ଜିନିବେଶ ଲାଗି ପ୍ରସ୍ତୁତ ହୋଇ ରହିଥିବା ଭିତ୍ତିଭୂମି ଯୋଗାଣ ହେଉଛି ଇଡ୍‍କୋର ମୁଖ୍ୟ ବ୍ୟବସାୟ

ଅଧିକ ଦେଖନ୍ତୁ
...

ପ୍ରକଳ୍ପ ଯୋଜନା

ଓଡିଶାର ଅର୍ଥନୀତିର ବିକାଶ ସହିତ ରାଜ୍ୟରେ ଗୁଣାତ୍ମକ ଶିଳ୍ପ ଭିତ୍ତିଭୂମି ପ୍ରତି । ଲାଗି ଆମେ ନିୟମିତ ଭାବେ କାର୍ଯ୍ୟରତ.

ଅଧିକ ଦେଖନ୍ତୁ
...

ପିପିପି ପ୍ରକଳ୍ପ

ଶିଳ୍ପ ପୁଞ୍ଜିନିବେଶ ଲାଗି ପ୍ରସ୍ତୁତ ହୋଇ ରହିଥିବା ଭିତ୍ତିଭୂମି ଯୋଗାଣ ହେଉଛି ଇଡ୍‍କୋର ମୁଖ୍ୟ ବ୍ୟବସାୟ

ଅଧିକ ଦେଖନ୍ତୁ