English  
କର୍ମଚାରୀ କଲ୍ୟାଣ
  • ଅସୁବିଧାରେ କର୍ମଚାରୀମାନଙ୍କ ଲାଗି ଆର୍ଥିକ ସହାୟତାରେ କର୍ମଚାରୀ କଲ୍ୟାଣ ପାଣ୍ଠି ଗଠନ
  • ଅଫିସ୍‍ ପୋଷାକ ପ୍ରଦାନ
  • ରିହାତି ସୁଧ ହାରରେ କମ୍ପ୍ୟୁଟର କିଣିବା ପାଇଁ ଋଣ ପ୍ରଦାନ
  • ଲାଭାଂଶର ଅଂଶଧନ ବାର୍ଷିକ ପ୍ରୋତ୍ସାହନ ଆକାରରେ ପ୍ରଦାନ
  • ଭୁବନେଶ୍ୱର, ଜଗତପୁର ଓ ସମ୍ବଲପୁର ଠାରେ ଥିବା ଇଡ୍‍କୋ କଲୋନୀରେ ବାସଗୃହ ସୁବିଧା
  • ରିହାତି ଦରରେ କର୍ମଚାରୀମାନଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବିବାହ, ବ୍ରତ ଆଦି ଲାଗି କଲ୍ୟାଣ ମଣ୍ଡପରେ ସ୍ଥାନ ଯୋଗାଣ